Rankanidhi Samal

Founder / Chairman / Mananging trustee

About Me

Fifteen years ago today, I witnessed a scene on the streets of Bhubaneswar where a person was being rescued after an accident. After the victim was picked up from the road and placed in an auto, instead of taking him to the hospital, the auto sped away as no one was there to accompany or help. At that time, the law was also strict. I felt helpless and could not assist. From that day on, I took an oath to take the responsibility of "saving the lives of accident victims" and began searching for ways to contribute. On January 31, 2013, the organization was formed with the help of seven enthusiastic friends and was named "Jai Jagannath Accidental Help Unit." The seven members were Shri Govinda Lal, Ranganidhi Samal, Bharat Charan Sahu, Rabinarayan Mishra, Dutikrushna Nayak, Jayanta Dixit, and Munnalal Agarwal.

The organization's activities include rescuing accident victims from the road, providing first aid, ensuring treatment at hospitals, handing over victims to their families, raising public awareness to prevent accidents, donating blood, and distributing food and clothing. To immediately rescue accident victims, a helpline number (9438375512) is always active, and there is a free ambulance service available. Additionally, approval letters have been received from the offices of DMET, Health Director, and Police Commissioner for medical treatment and assistance.

image

The members of the organization take accident victims to hospitals for treatment using bikes, autos, or the organization's own ambulance (free service). PCR and 108 ambulance services also collaborate with our organization. The aim is to involve more members in the organization and extend the helping hand. The mission is to promote awareness and expand across every panchayat, block, district, state, and the entire country. Today, this seems achievable. More than 700 members have actively joined and are providing services across Odisha. I salute them with deep respect. We are continuously addressing the issues of hospital inefficiency and service problems by maintaining communication with the government.

This type of initiative has been accepted by people throughout the state, India, and even abroad, and if we can save the precious lives suffering on the streets, it would be a blessing for the organization. The organization has successfully created awareness among lakhs of people in many parts of Odisha and has rescued and treated thousands of accident victims. Even during late-night accidents at Capital Hospital, we have been assisting victims.

Organizations that are making efforts to save precious lives and are continuously donating blood are honored with the "Jeevan Bandhu" award at our organization's annual festival. In the future, this organization is committed to providing such services throughout India and even abroad.

- Rankanidhi Samal (ChairMan)-


ରଙ୍କନିଧି ସାମଲ

ସଂସ୍ଥାପକ / ଅଧ୍ୟକ୍ଷ / ପରିଚାଳକ ଟ୍ରଷ୍ଟି

ମୋ ବିଷୟରେ

ଆଜକୁ ଦୀର୍ଘ ପନ୍ଦର ବର୍ଷ ପୂର୍ବେ ଭୁବେନେଶ୍ୱରସ୍ଥିତ ରାସ୍ତାରେ ଦୁର୍ଘଟଣା ବ୍ୟକ୍ତିଙ୍କୁ ଉଦ୍ଧାର ହେଉଥିବା ବେଳର ଦୃଶ୍ୟକୁ ଦେଖିଥିଲି l ଦୁର୍ଘଟଣା ପୀଡିତଙ୍କୁ ରାସ୍ତାରୁ ଉଠାଇ ଅଟୋରେ ରଖିବା ପରେ ମେଡିକାଲ ନେବା ପରିବର୍ତ୍ତେ ତଳକୁ ଓହ୍ଲାଇ ଅଟୋ ଚାଲିଯାଇଥିଲା କାରଣ କେହି ସାଥିରେ ଯାଇ ନଥିଲେ କିମ୍ବା ସହଯୋଗ କରି ନଥିଲେ l ସେତେବେଳେ ଆଇନ ମଧ୍ୟ କଡାକଡି ଥିଲା l ସେଠାରେ ମୂଁ ନାଚାର ଥିଲି, ସହଯୋଗ କରିପାରି ନଥିଲି l ସେହିଦିନଠାରୁ ଶପଥ ନେଇଥିଲି, "ଦୁର୍ଘଟଣା ପୀଡିତଙ୍କ ଜୀବନ ରକ୍ଷା" ହାତକୁ ନେବି, ଖୋଜି ନେଇଥିଲି ସହଯୋଗର ରାସ୍ତା l ଦିନେ ତା 2013 ମସିହା ଜାନୁୟାରୀ 31 ତାରିଖରେ ସାତ ଜଣ ଉତ୍ସାହି ସାଥୀଙ୍କୁ ଏକାଠି କରାଇ ଅନୁଷ୍ଠାନଟିଏ ଗଠନ ହେଲା ଏବଂ "ଜୟ ଜଗନ୍ନାଥ ଏକ୍ସସିଡେଣ୍ଟାଲ ହେଲ୍ପ ୟୁନିଟ" ନାମରେ ନାମିତ କରାଗଲା l ସେହି ସାତଜଣ ଵ୍ୟକ୍ତି ହେଲେ ସର୍ବଶ୍ରୀ ଗୋବିନ୍ଦ ଲାଲ, ରଙ୍କନିଧି ସାମଲ,ଭରତ ଚରଣ ସାହୁ, ରବିନାରାୟଣ ମିଶ୍ର, ଦୁତିକୃଷ୍ଣ ନାୟକ, ଜୟନ୍ତ ଦୀକ୍ଷିତ ଏବଂ ମୁନ୍ନାଲାଲ ଅଗରୱାଲ l

ଦୁର୍ଘଟଣା ଆହତ ବ୍ୟକ୍ତିଙ୍କୁ ରାସ୍ତାରୁ ଉଦ୍ଧାର କରିବା,ଫାଷ୍ଟେଡ଼ କରିବା, ମେଡିକାଲରେ ଚିକିତ୍ସା ଯୋଗାଇବା, ପରିବାର ଲୋକଙ୍କୁ ହସ୍ତାନ୍ତର କରାଇବା ପୁଣି ଦୁର୍ଘଟଣା ରୋକିବା ପାଇଁ ବ୍ୟାପକ ଭାବେ ଜନସଚେତନ କରାଇବା, ରକ୍ତଦାନ କରିବା ଏବଂ ଖାଦ୍ୟ ବସ୍ତ୍ର ଦେବା ଅନୁଷ୍ଠାନର କାଯ୍ୟକ୍ରମ ଅଟେ l ଦୁର୍ଘଟଣା ପିଡୀତଙ୍କୁ ତୁରନ୍ତ ଉଦ୍ଧାର ନିମନ୍ତେ ହେଲ୍ପ ଲାଇନ ନମ୍ବର 9438375512 ଅନବରତ ଜାରି ରହିଛି ଏବଂ ନିଜସ୍ୱ ଆମ୍ବୁଲାନ୍ସ (ନିଃଶୁଳ୍କ) ଅଛି l ତତସହ DMET, HEALTH DIRECTOR ଏବଂ POLICE COMMISSIONER କାଯ୍ୟାଳୟଠାରୁ ଚିକିତ୍ସା ଏବଂ ସହଯୋଗିତା ପାଇଁ ରାଜ୍ୟସ୍ତରୀୟ ସ୍ୱୀକୃତି ପତ୍ର ପାଇଅଛି l ପୀଡିତଙ୍କୁ ଅନୁଷ୍ଠାନର ସଦସ୍ୟମାନେ ବାଇକ, ଅଟୋ, ଏବଂ ଅନୁଷ୍ଠାନର ଆମ୍ଭୁଲାନ୍ସରେ (ନିଃଶୁଳ୍କ ସେବା) ତୁରନ୍ତ ଡାକ୍ତରଖାନାକୁ ନେଇ ଛକିତ୍ସା କରାଇଥାନ୍ତି l ଏହାସହ ପିସିଆର ଓ 108 ଆମ୍ବୁଲାନ୍ସ ମଧ୍ୟ ଆମ୍ଭ ଅନୁଷ୍ଠାନକୁ ସହଯୋଗ କରିଆସୁଛନ୍ତି l

image

ଲକ୍ଷ୍ୟ ରହିଛି ଅନୁଷ୍ଠାନରେ କିପରି ବହୁ ସଦସ୍ୟ ଯୋଗଦାନ କରିବେ ଏବଂ ସହଯୋଗର ହାତ ବଢ଼ାଇବେ l ପ୍ରତି ପଞ୍ଚାୟତ, ବ୍ଲକ, ଜିଲ୍ଲା, ରାଜ୍ୟ ଓ ସମଗ୍ର ଭାରତ ବର୍ଷରେ ପ୍ରଚାର ପ୍ରସାର ହୋଇପାରିବ, ଆଜି ତାହା ସମ୍ଭବ ହୋଇପାରିଛି l ଅନୁଷ୍ଠାନରେ ବହୁ ଵ୍ୟକ୍ତି ବିଶେଷ ଏପରିକି 700 ରୁ ଉର୍ଦ୍ଧ ସଦସ୍ୟ ପ୍ରତ୍ୟକ୍ଷ ଯୋଗଦାନ କରି ଓଡ଼ିଶାରେ ସେବା ଦେଇ ଆସୁଛନ୍ତି l ସେମାନଙ୍କୁ ସୁଦୂର ପ୍ରଣାମ ଜଣାଉଛୁ l ମେଡିକାଲ ଗୁଡିକର ଅଵ୍ୟବସ୍ତା ଏବଂ ସେବା ସମସ୍ୟାକୁ ସରକାରଙ୍କ ସହ ଯୋଗାଯୋଗ ରଖି ସମାଧାନ କରିଆସୁଅଛୁ l ସାରା ରାଜ୍ୟରେ, ଭାରତ ଏବଂ ବିଦେଶରେ ଏପରି କାଯ୍ୟକ୍ରମକୁ ଜନସାଧାରଣ ଗ୍ରହଣ କରିନେଇ ରାସ୍ତାରେ ଛଟପଟ ହେଉଥିବା ମୂଲ୍ୟବାନ ଜୀବନଟିକୁ ରକ୍ଷା କରିପାରିଲେ ଅନୁଷ୍ଠାନ ପ୍ରତି ଆଶୀର୍ବାଦ ହେବ ବୋଲି ଆଶା କରୁଛୁ l ଅନୁଷ୍ଠାନ ଓଡ଼ିଶାର ବହୁ ସ୍ଥାନରେ ଲକ୍ଷ ଲକ୍ଷ ଜନସାଧାରଣଙ୍କୁ ସଚେତନତା କରାଇବା ସହ ହଜାର ହଜାର ଦୁର୍ଘଟଣା ପୀଡିତଙ୍କୁ ଉଦ୍ଧାର କରିବା ସହିତ ଚିକିତ୍ସା ଯୋଗାଇ ପାରିଛି l କ୍ୟାପିଟାଲ ହସ୍ପିଟାଲରେ ରାତ୍ର ଅର୍ଦ୍ଧରେ ଦୁର୍ଘଟଣା ପୀଡିତଙ୍କୁ ସହଯୋଗ କରୁଅଛି l

ଯେଉଁ ଅନୁଷ୍ଠାନ ଗୁଡିକ ମୂଲ୍ୟବାନ ଜୀବନକୁ ବଞ୍ଚାଇବାକୁ ପ୍ରୟାସ କରୁଛି ଏବଂ ଅହରହ ରକ୍ତଦାନ କରୁଛନ୍ତି ସେମାନଙ୍କୁ ଆମ୍ଭ ଅନୁଷ୍ଠାନର ବାର୍ଷିକ ଉତ୍ସବରେ "ଜୀବନବନ୍ଧୁ" ସମ୍ମାନରେ ସମ୍ମାନୀତ କରୁଅଛି l ଆଗାମୀ ଦିନରେ ସାରା ଭାରତବର୍ଷ ଓ ବିଦେଶ ମାଟିରେ ଏହିପରି ସେବା ଯୋଗାଇବାକୁ ତତ୍ପର ହୋଇଉଠିଛି ଏହି ଅନୁଷ୍ଠାନ l

- ରଙ୍କନିଧି ସାମଲ (ଅଧ୍ୟକ୍ଷ)-